ୱିକିପେଡ଼ିଆ
- Avañe'ẽ
- Bahasa Indonesia
- Bahasa Melayu
- Basa Banyumasan
- Deutsch
- English
- Esperanto
- Hausa
- Ikinyarwanda
- Latina
- Lëtzebuergesch
- Malti
- Nederlands
- Runa Simi
- Tagalog
- Tiếng Việt
- Türkçe
- asturianu
- azərbaycanca
- bosanski
- dansk
- español
- français
- galego
- italiano
- kurdî
- latviešu
- magyar
- norsk bokmål
- occitan
- polski
- português
- português do Brasil
- română
- suomi
- svenska
- Österreichisches Deutsch
- čeština
- Ελληνικά
- беларуская
- беларуская (тарашкевіца)
- български
- кыргызча
- русский
- саха тыла
- српски / srpski
- татарча
- тоҷикӣ
- українська
- ייִדיש
- עברית
- اردو
- الدارجة
- العربية
- تۆرکجه
- جازايرية
- سنڌي
- عراقي
- فارسی
- پښتو
- کوردی
- अंगिका
- अवधी
- डोटेली
- नेपाली
- भोजपुरी
- संस्कृतम्
- हरियाणवी
- हिन्दी
- অসমীয়া
- বাংলা
- বিষ্ণুপ্রিয়া মণিপুরী
- ਪੰਜਾਬੀ
- ગુજરાતી
- ଓଡ଼ିଆ
- தமிழ்
- తెలుగు
- ಕನ್ನಡ
- ತುಳು
- മലയാളം
- සිංහල
- ไทย
- စှီၤ
- ပအိုဝ်ႏဘာႏသာႏ
- မြန်မာဘာသာ
- მარგალური
- ქართული
- ትግሬ
- ትግርኛ
- አማርኛ
- ᱥᱟᱱᱛᱟᱲᱤ
- ⵜⴰⵎⴰⵣⵉⵖⵜ
- ⵜⴰⵎⴰⵣⵉⵖⵜ ⵜⴰⵏⴰⵡⴰⵢⵜ
- 中文
- 日本語
- 粵語
- ꠍꠤꠟꠐꠤ
- ꯃꯤꯇꯩ ꯂꯣꯟ
- 한국어
ଏହି ପ୍ରକଳ୍ପ ଜାନୁଆରୀ ୧୫, ୨୦୦୧ ମସିହାରେ ଇଂରେଜୀ ଭାଷାରେ ୱିକିପେଡ଼ିଆ ଦ୍ବାରା ଆରମ୍ଭ ହୋଇଥିଲା ଖୁବ ଶୀଘ୍ର ଫ୍ରେଞ୍ଚ୍ ସଂସ୍କରଣ ଆରମ୍ଭ ହୋଇଥିଲା ଏବଂ ଧିରେ ଧିରେ ଅନେକ ଭାଷାରେ ଏହା ନିର୍ମାଣ ହୋଇଥିଲା ଏହି ପ୍ରକଳ୍ପର ବିଶ୍ବବ୍ୟାପୀ ଉପସ୍ଥିତିକୁ ଦର୍ଶାଇବା ପାଇଁ ବହୁତ ପ୍ରୟାସ କରାଯାଉଛି
ଆଜିର ଦିନ ଫେବୃଆରୀ ୨୦୨୫, ଏକ ଶହରୁ ଅଧିକ ୱିକିପେଡ଼ିଆ ରହିଛି, ଯେଉଁଥିରେ ୧୦୦ରୁ ଅଧିକ ଲେଖା ରହିଛି, 176 ଯେଉଁଥିରେ ୧୦,୦୦୦ ରୁ ଅଧିକ ଲେଖା ରହିଛି ଏବଂ 73 ରେ ୧୦୦,୦୦୦ରୁ ଅଧିକ ଲେଖା ରହିଛି
ଆଜିର ଦିନ ଫେବୃଆରୀ ୨୦୨୫ରେ wp-count-ସମସ୍ତ ଭାଷା ସଂସ୍କରଣରେ 64,503,250 ଲକ୍ଷାଧିକ ଲେଖା ପ୍ରକାଶିତ ହୋଇଛି
ଅଧିକ ବିବରଣୀ ନିମନ୍ତେ ଦେଖନ୍ତୁ List of Wikipedias
Milestones
୨୦ ସେପ୍ଟେମ୍ବର ୨୦୦୪ ମସିହାରେ ୱିକିପେଡ଼ିଆରେ ୧୦୦ରୁ ଉର୍ଦ୍ଧ୍ବ ଭାଷାରେ ସମୁଦାୟ ୧,୦୦୦,୦୦୦ ଗୋଟି ଲେଖା ପ୍ରକାଶିତ ହୋଇଥିଲା
୧ ମାର୍ଚ୍ଚ, ୨୦୦୬ରେ କେବଳ ଇଂରେଜୀ ୱିକିପେଡ଼ିଆରେ ୧,୦୦୦,୦୦୦ ଲେଖା ପ୍ରକାଶିତ ହୋଇଥିଲା ୯ ସେପ୍ଟେମ୍ବର, ୨୦୦୭ରେ ଏହି ସଂଖ୍ୟା ଦ୍ବିଗୁଣିତ ହୋଇ ୨,୦୦୦,୦୦୦ ହୋଇଥିଲା ୧୭ ଅଗଷ୍ଟ, ୨୦୦୯ରେ ଏହା ୩,୦୦୦,୦୦୦ ହୋଇଥିଲା ୧୩ ଜୁଲାଇ, ୨୦୧୨ରେ ୪,୦୦୦,୦୦୦ ଲେଖା ଏବଂ ୧ ନଭେମ୍ବର, ୨୦୧୫ରେ ୫,୦୦୦,୦୦୦ ଲେଖାରେ ସମୃଦ୍ଧ ହୋଇଥିଲା
ଇଂରେଜୀ ୱିକିପେଡ଼ିଆ ଅନୁସରଣରେ ଜର୍ମାନୀ (୨୭ ଡିସେମ୍ବର ୨୦୦୯), ଫ୍ରେଞ୍ଚ୍ (୨୧ ସେପ୍ଟେମ୍ବର ୨୦୧୦), ଡଚ୍ (୧୭ ଡିସେମ୍ବର ୨୦୧୧), ଇଟାଲୀୟ (୨୨ ଜାନୁଆରୀ ୨୦୧୩), ରୁଷୀୟ (୧୧ ମଇ ୨୦୧୩), ସ୍ପେନୀୟ (୧୬ ମଇ ୨୦୧୩), ସ୍ବେଡ଼ିସ୍ (୧୫ ଜୁନ୍ ୨୦୧୩), ପୋଲାଣ୍ଡ (୨୪ ସେପ୍ଟେମ୍ବର ୨୦୧୩), ବରାୟ୍ (୮ ଜୁନ୍ ୨୦୧୪), ଭିଏତ୍ନାମୀଜ୍ (୧୫ ଜୁନ୍ ୨୦୧୪), ଚେବୁଆନୋ (୧୬ ଜୁଲାଇ ୨୦୧୪) ଏବଂ ଜାପାନୀୟ ସଂସ୍କରଣ (୧୯ ଜାନୁଆରୀ ୨୦୧୬) ସୁଦ୍ଧା ୧,୦୦୦,୦୦୦ରୁ ଅଧିକ ଲେଖା ରହିଛି
୫ ସେପ୍ଟେମ୍ବର ୨୦୧୫ରେ, ସ୍ବେଦୀୟ ୱିକିପେଡ଼ିଆ ୨,୦୦୦,୦୦୦ ଲେଖାରେ ସମୃଦ୍ଧ ହୋଇଥିଲା ଏବଂ ଏହାପରେ ୧୪ ଫେବୃଆରୀ ୨୦୧୬ରେ ଚେବୁଆନୋ ୱିକିପେଡ଼ିଆରେ ବି ସମାନ ସଂଖ୍ୟକ ଲେଖା ପ୍ରକାଶିତ ହୋଇଥିଲା
On 27 April 2016, the Swedish Wikipedia hit 3,000,000 articles followed by the Cebuano Wikipedia on 25 September 2016.[1]
On 11 February 2017, the Cebuano Wikipedia hit 4,000,000 articles.[1]
On 8 August 2017, the Cebuano Wikipedia hit 5,000,000 articles.[1]
On 14 October 2021, the Cebuano Wikipedia hit 6,000,000 articles.[1]
୨୦୦୪ରେ ୱିକିପେଡ଼ିଆ ‘ଗୋଷ୍ଠୀ ନିର୍ମାଣ’ପାଇଁ ୱେବି ପୁରସ୍କାର ପାଇଥିଲା ଏବଂ ଡିଜିଟାଲ ଗୋଷ୍ଠୀ ନିର୍ମାଣ ପାଇଁ ପ୍ରିକ୍ସ୍ ଆର୍ସ୍ ଇଲେକ୍ଟ୍ରୋନିକା ପୁରସ୍କାର ପାଇଥିଲା ୨୦୧୫ରେ ସମୁଦାୟ ୱିକିପେଡ଼ିଆ ପ୍ରକଳ୍ପକୁ ଏରାସମସ୍ ପୁରସ୍କାର ମିଳିଥିଲା
ଭାଷା ସଂସ୍କରଣ
ୱିକିପେଡ଼ିଆ ବିଷୟରେ ଶବ୍ଦ
- ୱିକିପେଡ଼ିଆ - ମାର୍କ ଜୀୟସ୍ , ୨୦୦୨ – କାନାଡ଼ିଆନ୍ ଲେଖକଙ୍କ ପୁସ୍ତିକା (ତ୍ରୟୋଦଶ ସଂସ୍କରଣ) ନିମନ୍ତେ ଏକ ଲେଖା
- ୱିକିପେଡ଼ିଆ (ସମୁଦାୟ ୨) – an ସମୁଦାୟ ୨ ଆକ୍ସେଲ୍ ବୋଲ୍ଟ୍ଙ୍କ ଦ୍ବାରା ନୋଡ଼୍
ଆହୁରି ଦେଖନ୍ତୁ
- List of Wikipedias
- List of largest wikis
- ଉଇକିମିଡ଼ିଆ ଫାଉଣ୍ଡେସନ
- Wikimedia projects
- w:Wikipedia:Multilingual statistics
- Wikimedians
- ହାର୍ଡ଼ୱେର୍ ମେଣ୍ଟେନାନ୍ସ ଏବଂ ସଫଟୱେର୍ ଡେଭେଲପ୍ମେଣ୍ଟ୍ : ମେଡ଼ିଆୱିକି ଡେଭେଲପ୍ମେଣ୍ଟ୍
- Wikimedia principles
Notes
- ↑ a b c d Some projects with a small and weak community can reach a large size due to the mass generation of low-quality content by the bot. The most striking examples of this kind are the Swedish and Cebuano Wikipedias. See also Proposals for closing Cebuano Wikipedia in October 2017.