Wikipedia 15/MassMessages/Mark announcement/hi
Appearance
From Meta, a Wikimedia project coordination wiki
This page is a translated version of the page Wikipedia 15/MassMessages/Mark announcement and the translation is 100% complete.
Other languages:
ୱିକିପେଡ଼ିଆ ୧୫ ଏବେ ଆହୁରି ଉନ୍ନତ! ଆପଣ ନିଶ୍ଚିତ ଭାବରେ ଆମ ୱିକିପେଡ଼ିଆ ୧୫ ମେଟା ପୃଷ୍ଠାର "ମ୍ୟାଟେରିଆଲ୍" ବିଭାଗ ଦେଖନ୍ତୁ ଏବଂ କେମିତି ବ୍ୟବହାର କରିବେ ଶିଖନ୍ତୁ ଚଳିତ ବର୍ଷର ବିଶେଷତ୍ବ ହେଉଛି ଏହା ଆହୁରି ମନୋରଞ୍ଜକ, ଦ୍ବିପାକ୍ଷିକ ଏବଂ ପସନ୍ଦ ଅନୁସାରେ ପରିବର୍ତ୍ତିତ ହୋଇପାରିବା ଭଳି କରାଯାଇଛି ଆପଣ ଏବଂ ଆପଣଙ୍କ ୱିକିମେଡ଼ିଆ ସଂଗୋଷ୍ଠୀ ଏହାକୁ କେମିତି ବ୍ୟବହାର କରୁଛନ୍ତି ତାହା ଦେଖିବା ପାଇଁ ଆମେ ଅତ୍ୟଧିକ ଉତ୍ସୁକ !
-WMF ଯୋଗାଯୋଗ ଗୋଷ୍ଠୀରୁ ଶାମ୍ ଲିୟନ୍ ଏବଂ ଜୋ ସଦର୍ଲାଣ୍ଡ୍