Jump to content
Wikimedia Meta-Wiki

ଗ୍ରାଣ୍ଟ: ପ୍ରୋଜେକ୍ଟ/ରାପିଡ୍: ତ୍ଵରିତ ଅନୁଦାନ

From Meta, a Wikimedia project coordination wiki
This page is a translated version of the page Grants:Project/Rapid and the translation is 95% complete.
Outdated translations are marked like this.
୧୫ ସେପ୍ଟେମ୍ବର ୨୦୨୪: The Conference and Event Fund program introduced 3 major updates and changes. Read more at: September 2024 update.
Rapid Funds

Who?

ବ୍ୟକ୍ତି, ଗୋଷ୍ଠୀ, Wikimedia affiliates -ଉଇକିମିଡ଼ିଆ ସହଯୋଗୀ ଦଳ କିମ୍ବା Wikimedia movement ଉଇକିମିଡ଼ିଆ ମୁଭମେଣ୍ଟର କୌଣସି ସଂଗଠନ/ସଂସ୍ଥା

What?

ଉଇକିମିଡ଼ିଆ କେନ୍ଦ୍ରିକ/ଫୋକସ୍ ସହିତ ସ୍ୱଳ୍ପ ମିଆଦି/ସମୟସୀମା, ସ୍ୱଳ୍ପ ମୂଲ୍ୟର ପ୍ରକଳ୍ପଗୁଡିକ ପାଇଁ (୧ - ୧୨ ମାସ ଅବଧି )

When?

ମାସ ପ୍ରକ୍ରିୟାକରଣ ସମୟ ଓ ପ୍ରତି ଦୁଇ ମାସରେ ୧ ରାଉଣ୍ଡ

How much?

୫୦୦-୫,୦୦୦ ଆମେରିକୀୟ ଡଲାର

କିପରି ଆବେଦନ କରିବେ

  1. ଆମେ କ'ଣ ପାଣ୍ଠି ଯୋଗାଇ ଦେଉଛୁ ଏବଂ ଏସବୁ ପାଇଁ କିଏ ଆବେଦନ କରିପାରିବେ ସେ ବିଷଯ଼ରେ ତଳେ ପଢ଼ନ୍ତୁ।
  2. ଉଇକିମିଡ଼ିଆ ଫାଉଣ୍ଡେସନ୍ ଗ୍ରାଣ୍ଟି ପୋର୍ଟାଲ୍ (ଫ୍ଲକ୍ସ) କୁ ଯାଆନ୍ତୁ ଏବଂ ଲଗ୍ ଇନ୍ କରନ୍ତୁ |
    • ଯଦି ଆପଣଙ୍କର ଆକାଉଣ୍ଟ ନାହିଁ, ବର୍ତ୍ତମାନ ପଞ୍ଜିକରଣ କରନ୍ତୁ ଉପରେ କ୍ଲିକ୍ କରନ୍ତୁ ଏବଂ ଅନୁରୋଧ କରାଯାଇଥିବା ସୂଚନା ପ୍ରଦାନ କରନ୍ତୁ | ଦୁଇ ଦିନର କାର୍ଯ୍ୟଦିବସ ମଧ୍ୟରେ ଆପଣ ନିଜ ପଞ୍ଜୀକରଣର ନିଶ୍ଚିତତା ପାଇଯିବେ |
  3. ମୁଖ୍ୟ ପୃଷ୍ଠାରେ ତ୍ଵରିତ ଅନୁଦାନ ପାଇଁ ଆବେଦନ ବଟନ୍ ଚୟନ କରନ୍ତୁ । ତଥ୍ୟ ସାଇତିବା ପାଇଁ ସେଭ୍ ଏବଂ ଜାରି ରଖନ୍ତୁ କିମ୍ବା ସେଭ୍ ଏବଂ ବନ୍ଦ ଉପରେ କ୍ଲିକ୍ କରନ୍ତୁ |
  4. ଆବେଦନ ଫର୍ମରେ ଥିବା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ | ଏଇଠି ଆପଣଙ୍କ ପ୍ରକଳ୍ପ/ପ୍ରୋଜେକ୍ଟ ବିଷୟରେ ସୂଚନା ଦେବାକୁ ପଡିବ ଏବଂ କିଛି ଦରକାରୀ ଦସ୍ତାବିଜ/ଡକ୍ୟୁମେଣ୍ଟ୍ ଅପଲୋଡ୍ କରିବାକୁ ପଡିବ |
  5. ଫଳାଫଳ ସମୀକ୍ଷା ପାଇଁ ଆବେଦନ ଦାଖଲ କରିବାକୁ ଦାଖଲ କ୍ଲିକ୍ କରନ୍ତୁ |

  • ଆମେ ଯେକୌଣସି ଭାଷାରେ ଆବେଦନ ଗ୍ରହଣ କରୁ | ଆବଶ୍ୟକତା ଅନୁଯାୟୀ ଆବେଦନ ଏବଂ ଆଲୋଚନା ପାଇଁ ଆମେ ଯଥାର୍ଥ ଅନୁବାଦକୁ ସମର୍ଥନ କରିବୁ |
  • ଆବେଦନଗୁଡ଼ିକ ଦୁଇ ଦିନ ମଧ୍ୟରେ ଆପେ ମେଟା-ଉଇକିରେ ପ୍ରକାଶିତ ହୋଇଯିବ । ଏହା କମ୍ୟୁନିଟି ଗୁଡିକ ଦ୍ଵାରା ସମୀକ୍ଷା ଏବଂ ମତାମତ ପାଇଁ କରାଯାଇଥାଏ ।
  • ଆପଣ ଅଫଲାଇନରେ ଆବେଦନ ପ୍ରସ୍ତୁତ କରିପାରିବେ | ଆବେଦନ ଫର୍ମର ଏକ କପି ପ୍ରସ୍ତୁତ କରନ୍ତୁ, ପ୍ରଶ୍ନ ଗୁଡିକର ଉତ୍ତର ଲେଖନ୍ତୁ ଏବଂ ଫ୍ଲକ୍ସ ଆକାଉଣ୍ଟରେ ଥିବା ଆବେଦନକୁ କପି କରନ୍ତୁ |
Rapid Fund Application Form (Google Docs)
Rapid Fund Budget Template (Google Sheets)

ଆମେ କଣ ପାଇଁ ଅନୁଦାନ କରୁ ?

ଆପଣଙ୍କର ପ୍ରକଳ୍ପ/ପ୍ରୋଜେକ୍ଟ Wikimedia's mission ଉଇକିମିଡ଼ିଆର ମିଶନ ଏବଂ ଷ୍ଟ୍ରାଟେଜି ଦିଗକୁ ସମର୍ଥନ କରିବା ଉଚିତ୍ | ଏବଂ ଏହା Wikimedia projects ଏକ କିମ୍ବା ଏକାଧିକ ଉଇକିମିଡ଼ିଆ ପ୍ରକଳ୍ପର ଉନ୍ନତି କରିବାକୁ ଲକ୍ଷ୍ୟ କରିବା ଉଚିତ୍ |

ଆମେ ଅନୁଦାନ/ପାଣ୍ଠି ଯୋଗାଉଥିବା ପ୍ରକଳ୍ପଗୁଡ଼ିକର ଉଦାହରଣ ।
  • ଯେଉଁ ଉଇକିଆଳିମାନେ ନିଜ ସମ୍ପ୍ରଦାୟରେ ଏକ ବିଶ୍ୱସ୍ତରୀୟ ଅଭିଯାନ ସହିତ ଜଡିତ ସ୍ଥାନୀୟ ଘଟଣାଗୁଡ଼ିକୁ ସଂଯୋଜନା କରନ୍ତି
ଆମେ ସମର୍ଥନ କରୁଥିବା ବ୍ୟୟ ଗୁଡିକର ଉଦାହରଣ
  • କାର୍ଯ୍ୟସ୍ଥଳୀ (Working space), ଦରକାରୀ ସେବା(essential services), ପୁରସ୍କାର(prizes), ପ୍ରସାରଣ(outreach), ଏବଂ ଏଡିଟ୍-ଏ-ଥନ୍ ଯୋଜନା ପାଇଁ ଅନ୍ୟାନ୍ୟ ସାଧାରଣ ଖର୍ଚ୍ଚ, ବିଭିନ୍ନ ପ୍ରତିଯୋଗିତା, ଫଟୋୱାକ(photowalks) ଏବଂ ପ୍ରୋତ୍ସାହନ ଭିତ୍ତିକ ଅଭିଯାନକୁ(promotional campaigns) ସମର୍ଥନ କରିବା ପାଇଁ ଆବଶ୍ୟକ ବ୍ୟୟ
ଯାତାୟାତ ଏବଂ ଦରକାରୀ ଉପକରଣ ପାଇଁ ପାଣ୍ଠି ଯୋଗାଣ
  • ଟ୍ରାଭେଲ ସ୍କଲାରଶିପ କିମ୍ବା ସମ୍ମିଳନୀରେ ଅଂଶଗ୍ରହଣ ପାଇଁ କୌଣସି ଅନୁଦାନ ନାହିଁ । ରାପିଡ଼ ଗ୍ରାଣ୍ଟ ବା ତ୍ଵରିତ ଅନୁଦାନ ହେଉଛି ପ୍ରକଳ୍ପ ଆଧାରିତ ସମ୍ବଳ ଏବଂ କେବଳ ପ୍ରକଳ୍ପର ସିଧାସଳଖ କାର୍ଯ୍ୟକାରିତା ସହିତ ଜଡିତ ଯାତାୟାତ ପାଇଁ ଅନୁଦାନ
ସଫ୍ଟୱେର ବିକାଶ ପାଇଁ ଅନୁଦାନ ଯୋଗାଣ
ଗବେଷଣା ପାଇଁ ଅନୁଦାନ ଯୋଗାଣ
  • ଉଇକିମିଡ଼ିଆ ମୁଭମେଣ୍ଟ ସହିତ ଜଡିତ ପ୍ରସ୍ତାବିତ ଅନୁସନ୍ଧାନ ସଂପୂର୍ଣ୍ଣ କରିବାକୁ ଆବେଦନ ଯୋଗ୍ୟ ନୁହେଁ
ଅନୁଦାନ ଯୋଗାଣ ହେଉଥିବା ଆବେଦନଗୁଡ଼ିକର ଉଦାହରଣ

ସମସ୍ତ ଆବେଦନ ଏବଂ ରିପୋର୍ଟ ସମୀକ୍ଷା କରନ୍ତୁ

ଆବଶ୍ୟକୀୟ ଯୋଗ୍ୟତା

ଏହି ଅନୁଦାନ ଆପଣଙ୍କ ପାଇଁ, ଯଦି ଆପଣ:

  • ୫୦୦ ରୁ ୫୦୦୦ ଆମେରିକୀୟ ଡଲାର ମଧ୍ୟରେ ଅନୁଦାନ ପାଇଁ ଆବେଦନ କରୁଛନ୍ତି କିମ୍ବା ଏହାର ଆବେଦନ ସମୟରେ ସମାନ ମୂଲ୍ୟର ଅନ୍ୟ ମୁଦ୍ରାରେ ଅନୁରୋଧ କରୁଛନ୍ତି | ଏହି ଅନୁଦାନ ଆପଣଙ୍କ ସ୍ଥାନୀୟ ମୁଦ୍ରା ମୂଲ୍ୟରେ ଦିଆଯାଏ |
  • ଆପଣ ଉଇକିମିଡ଼ିଆ ସମ୍ପ୍ରଦାୟର ସଦସ୍ୟ, କିମ୍ବା ଉଇକିମିଡ଼ିଆ ମୁଭମେଣ୍ଟର ଏକ ଗୋଷ୍ଠୀ କିମ୍ବା ସଂଗଠନର ଅଂଶ ଅଟନ୍ତି ।
  • ମନରେ ଏକ ୧ -୧୨ ମାସ ସମୟର ପ୍ରକଳ୍ପ ରଖନ୍ତୁ। ପ୍ରକଳ୍ପଗୁଡିକ ନିଶ୍ଚିତ ଭାବରେ ଭବିଷ୍ୟତ ପାଇଁ, ଯୋଜନାବଦ୍ଧ କାର୍ଯ୍ୟ ହେବା ଆବଶ୍ୟକ |
  • ଜଣେ ଉଇକିଆଳି, ଯାହାର ଅନ୍ୟ କୌଣସି ରାପିଡ୍ ଫଣ୍ଡ ଆବେଦନ ଜାରି ନାହିଁ । ଏକ ନୂତନ ରାପିଡ୍ ଫଣ୍ଡ ପାଇଁ ଆବେଦନ କରିବା ପୂର୍ବରୁ ଆପଣଙ୍କୁ ଜାରି ଥିବା ରାପିଡ୍ ଫଣ୍ଡ ପାଇଁ ରିପୋର୍ଟ ଦାଖଲ କରିବାକୁ ପଡିବ | କେତେକ କ୍ଷେତ୍ରରେ, ଆବେଦନକାରୀ ଏକ ନୂତନ ଅନୁଦାନ ଅନୁରୋଧ ଦାଖଲ କରିବା ପୂର୍ବରୁ, ସେହି କାର୍ଯ୍ୟକ୍ରମର ଅଧିକାରୀ ବା ପ୍ରୋଗ୍ରାମ ଅଫିସର ରିପୋର୍ଟ ସମୀକ୍ଷା କରିବାକୁ ଅନୁରୋଧ କରିପାରନ୍ତି |
    • ଜଣେ ବ୍ୟକ୍ତି ପ୍ରତି ଆର୍ଥିକ ବର୍ଷରେ (ଯଥା ଜୁଲାଇ ୧,୨୦୨୩-ଜୁନ୍ ୩୦,୨୦୨୪) ମୋଟ ୧୦,୦୦୦ ଆମେରିକୀୟ ଡଲାର ପର୍ଯ୍ୟନ୍ତ ପରିମାଣର ଅନୁଦାନ ପାଇପାରିବେ ।
  • କୌଣସି ନିର୍ଦ୍ଦିଷ୍ଟ ସମୟରେ ୨ ରୁ କମ୍ ଅନୁଦାନ ରାଶି ଜାରି ଥିବା ଏକ ସଂଗଠନ କିମ୍ବା ଗୋଷ୍ଠୀ ।
    • ପ୍ରତି ଆର୍ଥିକ ବର୍ଷରେ ଏକ ସଂଗଠନ କିମ୍ବା ଗୋଷ୍ଠୀ ହାସଲ କରିପାରୁଥିବା ମୋଟ ଅନୁଦାନ ପରିମାଣ (ଯଥା ଜୁଲାଇ ୧,୨୦୨୩-ଜୁନ୍ ୩୦,୨୦୨୪) ମୋଟ ୧୦,୦୦୦ ଆମେରିକୀୟ ଡଲାର ଡଲାର ପର୍ଯ୍ୟନ୍ତ ସୀମିତ | ଏଥି ପାଇଁ ଏକ ମିଳିତ ବ୍ୟାଙ୍କ ଆକାଉଣ୍ଟକୁ (joint bank account) ବ୍ୟବହାର କରିବାକୁ ପ୍ରୋତ୍ସାହନ ଦିଆଯାଏ |
  • ଆପଣଙ୍କର ଅନୁଦାନ ଆବେଦନରେ ଉଲ୍ଲେଖ କରାଯାଇଥିବା ଲକ୍ଷ୍ୟ ସହିତ ନିଜର ଉଇକିମିଡ଼ିଆ ପ୍ରକଳ୍ପରେ ସାମ୍ପ୍ରତିକ ଯୋଗଦାନ, ଇତିହାସ ଏବଂ ଅଭିଜ୍ଞତା ଲିଖିତ ରଖନ୍ତୁ । ଆପଣଙ୍କ ପାଖରେ ଆୟୋଜନରେ ଅଭିଜ୍ଞତା କିମ୍ବା ପ୍ରଶିକ୍ଷଣ ଅଭିଜ୍ଞତା ମଧ୍ୟ ରହିବା ଆବଶ୍ୟକ । ଉଦାହରଣ ସ୍ୱରୂପ, ଯଦି ଆପଣ ଉଇକିଡାଟାରେ ନବାଗତମାନଙ୍କୁ ତାଲିମ ଦେବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କୁ ଉଇକିଡାଟାର ସମ୍ପାଦନା ଏବଂ ତାଲିମ ଇତିହାସ ଲେଖିବାକୁ ପଡିବ ।
  • ଆପଣଙ୍କ ଅନୁଦାନ ବିଷୟରେ ସଂପ୍ରଦାୟର ସଦସ୍ୟମାନଙ୍କୁ ଅବଗତ କରାନ୍ତୁ ଏବଂ ପ୍ରସ୍ତାବ ବିଷୟରେ ଆଲୋଚନା କରିବାରେ ସାଥି ଉଇକିଆଳିଙ୍କୁ ସାମିଲ କରନ୍ତୁ ।
ଆପଣ ପାଣ୍ଠି ଯୋଗାଣ ପାଇଁ ଯୋଗ୍ୟ ନୁହନ୍ତି ଯଦି :
  • ଆପଣଙ୍କ ମନରେ ଥିବା ପ୍ରକଳ୍ପଟି କୌଣସି ତୃତୀୟ ପକ୍ଷ ୱେବସାଇଟକୁ ଉନ୍ନତ କରିବା ପାଇଁ ଉଦ୍ଦିଷ୍ଟ ।
  • ଯୁକ୍ତରାଷ୍ଟ୍ରର ଆଭ୍ୟନ୍ତରୀଣ ରାଜସ୍ୱ ସେବା ସଂଜ୍ଞା ଅନୁଯାୟୀ ଏହି ପ୍ରକଳ୍ପରେ ଲବି କାର୍ଯ୍ୟକଳାପ ଅନ୍ତର୍ଭୁକ୍ତ
ଆଚରଣଗତ/ବ୍ୟବହାରିକ ଆବଶ୍ୟକତା

ଆମେ ସମସ୍ତ ଆବେଦନକାରୀଙ୍କୁ ଏକ ଉପଯୁକ୍ତ ତଥା ଯତ୍ନଶୀଳ ପ୍ରକ୍ରିୟା ମାଧ୍ୟମରେ ଗ୍ରହଣ କରୁ । ଏହାର ଅର୍ଥ ହେଉଛି ଆପଣ ନୈତିକ ଦୃଷ୍ଟିରୁ ଉତ୍ତମ ସ୍ଥିତିରେ ରହିବା ଆବଶ୍ୟକ, (ଉଦାହରଣ ସ୍ୱରୂପ, ଉଇକିମିଡ଼ିଆ ପରିସରରେ ଆଚରଣ, ସାମାଜିକ ଆଚରଣ, ଆର୍ଥିକ ଆଚରଣ, ଆଇନଗତ ଆଚରଣ ଇତ୍ୟାଦି) ।

ଯୁବଗୋଷ୍ଠୀର ସୁରକ୍ଷା

କୌଣସି ଅଳ୍ପ ବୟସର ସମ୍ପ୍ରଦାୟର ସଦସ୍ୟମାନଙ୍କୁ ଅନ୍ତର୍ଭୁକ୍ତ କରୁଥିବା କାର୍ଯ୍ୟକଳାପ ପାଇଁ ଯୁବ ସୁରକ୍ଷା ନୀତି ରହିବା ଆବଶ୍ୟକ ।

  • ଯଦି ଏହି ପ୍ରସ୍ତାବ ଶିଶୁ କିମ୍ବା ଯୁବଗୋଷ୍ଠୀମାନଙ୍କ ସହିତ ସିଧାସଳଖ ଯୋଗାଯୋଗକୁ ସୂଚାଏ, ତେବେ ଏହା ଶିଶୁ ଏବଂ ଯୁବକମାନଙ୍କ ସହିତ କାମ କରିବା ପାଇଁ ଆନ୍ତର୍ଜାତିକ ଏବଂ ସ୍ଥାନୀୟ ନିୟମଗୁଡିକର ଅନୁପାଳନକୁ ମଧ୍ୟ ସୂଚିତ କରେ ଏବଂ ସଂଲଗ୍ନରେ ସ୍ଥାନୀୟ ନିୟମର ଦଲିଲକରଣ ପ୍ରଦାନ କରେ

ଅତିରିକ୍ତ ଟିପ୍ପଣୀ: ଯେଉଁ ଦେଶ ଗୁଡିକରେ ମାଇକ୍ରୋ-ଫଣ୍ଡିଂ ପ୍ରୋଗ୍ରାମ ଏବଂ ସ୍ଥାନୀୟ ସମ୍ପ୍ରଦାୟରେ ଅନ୍ୟାନ୍ୟ ସମାନ ସୁଯୋଗ ପାଇଁ ସୁବିଧା ଉପଲବ୍ଧ ଅଛି, ସେଠାର ଉଇକିଆଳି ଗୋଷ୍ଠୀ ମାନେ ମାଇକ୍ରୋ-ଫଣ୍ଡିଂ ଆବେଦନ କରିବାକୁ ଆମେ ସୁପାରିଶ କରୁ | ଯେଉଁଠାରେ ଆପଣ ନିଜ ଭୌଗଳିକ ଅଞ୍ଚଳର ଅନ୍ୟ ଗୋଷ୍ଠୀ ସହିତ ସମନ୍ୱୟରେ କାର୍ଯ୍ୟ କରିପାରିବ |

ଆବଶ୍ୟକ ଦସ୍ତାବିଜ / ଡକ୍ୟୁମେଣ୍ଟଗୁଡିକ ସମୀକ୍ଷା କରନ୍ତୁ

ଆବେଦନ ପ୍ରକ୍ରିୟା

ଦାଖଲ କରିବା ପରେ, ନିମ୍ନଲିଖିତ ପଦକ୍ଷେପ ଅନୁଯାୟୀ ଆବେଦନ ପ୍ରକ୍ରିୟାକରଣ କରାଯିବ:

ପ୍ରାରମ୍ଭିକ ସମୀକ୍ଷା (୭ ଦିନ)

  • Program Officer ଦ୍ୱାରା ପ୍ରି-ସ୍କ୍ରିନିଂ ଯୋଗ୍ୟତା ଯାଞ୍ଚ ।
  • ମତାମତ ପାଇଁ ସମ୍ପୃକ୍ତ ଗୋଷ୍ଠୀ ଏବଂ ସମ୍ପ୍ରଦାୟକୁ ଯୋଗାଯୋଗ କରନ୍ତୁ ।

ସମୀକ୍ଷା - ରିଭ୍ୟୁ । (୨୮ ଦିନ)

  • Grant Administrators ଦ୍ୱାରା ଯୋଗ୍ୟତା ଏବଂ ଡକ୍ୟୁମେଣ୍ଟ ଯାଞ୍ଚ |
  • ପ୍ରୋଗ୍ରାମ ଅଫିସର ଏବଂ/କିମ୍ବା Regional Funds Committee ଦ୍ୱାରା ସମୀକ୍ଷା ଏବଂ ମତାମତ |
  • ଆବେଦନକାରୀ ପ୍ରସ୍ତାବ ସମ୍ପର୍କିତ ମତାମତ ଗ୍ରହଣ କରନ୍ତି ଏବଂ ଦରକାରୀ ସଂଶୋଧନ କରନ୍ତି |

ନିଷ୍ପତ୍ତି ଏବଂ ଚୁକ୍ତିନାମା । (୧୮ ଦିନ)

  • ପ୍ରୋଗ୍ରାମ ଅଫିସରଙ୍କ ଦ୍ୱାରା ନିଷ୍ପତ୍ତି ଘୋଷଣା କରାଯାଏ ।
  • ଆପଣ ଏବଂ ଉଇକିମିଡ଼ିଆ ଫାଉଣ୍ଡେସନ୍ ମଧ୍ୟରେ ଅନୁଦାନ ଚୁକ୍ତି-Grant agreement ସ୍ୱାକ୍ଷରିତ ହୋଇଛି |
  • ଅନୁଦାନ ରାଶି ପ୍ରଦାନ କରାଯାଏ ।

ପ୍ରକଳ୍ପ ଆରମ୍ଭ

  • ପ୍ରକଳ୍ପ ଆରମ୍ଭର ତାରିଖ, ସମସ୍ତ ବର୍ଣ୍ଣିତ ପଦକ୍ଷେପ ସମାପ୍ତ ହେବା ପରେ ହେବା ଉଚିତ ।

ରିପୋର୍ଟିଂ (ପ୍ରକଳ୍ପ ଶେଷ ହେବାର 30 ଦିନ ପରେ)

ସମୟସୀମା

ଚକ୍ର ୬ (ସମୟସୀମା ଶେଷ: ୧ ଜୁନ ୨୦୨୪) (2023-2024)

ଚକ୍ର ୬

୧ ଜୁନ ୨୦୨୪

ଦାଖଲ କରିବାର ସମୟସୀମା ଶେଷ ତାରିଖ:

୨ ଜୁନ – ୨୭ ଜୁନ ୨୦୨୪

ସମୀକ୍ଷା - ରିଭ୍ୟୁ ।

୧ ଜୁଲାଇ ୨୦୨୪

ନିଷ୍ପତ୍ତି ଘୋଷଣା

୧ ଜୁଲାଇ – ୧୫ ଜୁଲାଇ ୨୦୨୪

ଅନୁଦାନ ପ୍ରକ୍ରିୟାକରଣ ଏବଂ ଦେୟ

୧୬ ଜୁଲାଇ ୨୦୨୪

ପ୍ରାରମ୍ଭିକ ପ୍ରକଳ୍ପ ଆରମ୍ଭ ତାରିଖ

ଚକ୍ର ୧ (ସମୟସୀମା ଶେଷ: ୧ ଅଗଷ୍ଟ ୨୦୨୪)

ଚକ୍ର ୧

୧ ଅଗଷ୍ଟ ୨୦୨୪

ଦାଖଲ କରିବାର ସମୟସୀମା ଶେଷ ତାରିଖ:

୨ ଅଗଷ୍ଟ – ୫ ସେପ୍ଟେମ୍ବର

ସମୀକ୍ଷା - ରିଭ୍ୟୁ ।

୧୩ ସେପ୍ଟେମ୍ବର ୨୦୨୪

ନିଷ୍ପତ୍ତି ଘୋଷଣା

୧୪ ସେପ୍ଟେମ୍ବର – ୨୭ ସେପ୍ଟେମ୍ବର

ଅନୁଦାନ ପ୍ରକ୍ରିୟାକରଣ ଏବଂ ଦେୟ

୩୦ ସେପ୍ଟେମ୍ବର ୨୦୨୪

ପ୍ରାରମ୍ଭିକ ପ୍ରକଳ୍ପ ଆରମ୍ଭ ତାରିଖ

Key campaigns applying in this cycle: Wiki Loves Monuments, WikiVibrance International & Africa Youth Day, She Said - Wiki Loves Women, Wikipedia Asian Month.

ଚକ୍ର ୨ (ସମୟସୀମା ଶେଷ: ୧ ଅକ୍ଟୋବର ୨୦୨୪)

ଚକ୍ର ୨

୧ ଅକ୍ଟୋବର ୨୦୨୪

ଦାଖଲ କରିବାର ସମୟସୀମା ଶେଷ ତାରିଖ:

୨ ଅକ୍ଟୋବର – ୮ ନଭେମ୍ବର

ସମୀକ୍ଷା - ରିଭ୍ୟୁ ।

୧୫ ନଭେମ୍ବର ୨୦୨୪

ନିଷ୍ପତ୍ତି ଘୋଷଣା

୧୬ ନଭେମ୍ବର – ୨୯ ନଭେମ୍ବର

ଅନୁଦାନ ପ୍ରକ୍ରିୟାକରଣ ଏବଂ ଦେୟ

୨୯ ନଭେମ୍ବର ୨୦୨୪

ପ୍ରାରମ୍ଭିକ ପ୍ରକଳ୍ପ ଆରମ୍ଭ ତାରିଖ

Key campaigns applying in this cycle: Art+Feminism, Visible Wiki Women, 1Lib1Ref.

ଚକ୍ର ୩ (ସମୟସୀମା ଶେଷ: ୧ ଡିସେମ୍ବର ୨୦୨୪)

ଚକ୍ର ୩

୧ ଡିସେମ୍ବର ୨୦୨୪

ଦାଖଲ କରିବାର ସମୟସୀମା ଶେଷ ତାରିଖ:

୨ ଡିସେମ୍ବର ୨୦୨୪ – ୧୦ ଜାନୁଆରୀ ୨୦୨୫

ସମୀକ୍ଷା - ରିଭ୍ୟୁ ।

୨୪ ଜାନୁଆରୀ ୨୦୨୫

ନିଷ୍ପତ୍ତି ଘୋଷଣା

୨୫ ଜାନୁଆରୀ – ୭ ଫେବୃଆରୀ

ଅନୁଦାନ ପ୍ରକ୍ରିୟାକରଣ ଏବଂ ଦେୟ

୭ ଫେବୃଆରୀ ୨୦୨୫

ପ୍ରାରମ୍ଭିକ ପ୍ରକଳ୍ପ ଆରମ୍ଭ ତାରିଖ

Key campaigns applying in this cycle: Wiki Loves Folklore, African Film & Cinema. Those applying for activities related to Women's Month and International Women's Day (8th March) will need to apply in Cycle 3.

ଚକ୍ର ୪ (ସମୟସୀମା ଶେଷ: ୧୫ ଫେବୃଆରୀ ୨୦୨୫)

ଚକ୍ର ୪

୧୫ ଫେବୃଆରୀ ୨୦୨୫

ଦାଖଲ କରିବାର ସମୟସୀମା ଶେଷ ତାରିଖ:

୧୬ ଫେବୃଆରୀ – ୨୧ ମାର୍ଚ୍ଚ

ସମୀକ୍ଷା - ରିଭ୍ୟୁ ।

୨୮ ମାର୍ଚ୍ଚ ୨୦୨୫

ନିଷ୍ପତ୍ତି ଘୋଷଣା

୨୮ ମାର୍ଚ୍ଚ – ୧୧ ଅପ୍ରେଲ

ଅନୁଦାନ ପ୍ରକ୍ରିୟାକରଣ ଏବଂ ଦେୟ

୧୧ ଅପ୍ରେଲ ୨୦୨୫

ପ୍ରାରମ୍ଭିକ ପ୍ରକଳ୍ପ ଆରମ୍ଭ ତାରିଖ

Key campaigns applying in this cycle: Celebrate Women, CEE Spring, Wiki Loves Africa, Wiki Loves Earth, Wiki for Human Rights, Africa Wiki Challenge, 1Lib1Ref.

ଚକ୍ର ୫ (ସମୟସୀମା ଶେଷ: ୧ ମଇ ୨୦୨୫)

ଚକ୍ର ୫

୧ ମଇ ୨୦୨୫

ଦାଖଲ କରିବାର ସମୟସୀମା ଶେଷ ତାରିଖ:

୨ ମଇ – ୬ ଜୁନ

ସମୀକ୍ଷା - ରିଭ୍ୟୁ ।

୧୩ ଜୁନ ୨୦୨୫

ନିଷ୍ପତ୍ତି ଘୋଷଣା

୧୪ ଜୁନ – ୨୭ ଜୁନ

ଅନୁଦାନ ପ୍ରକ୍ରିୟାକରଣ ଏବଂ ଦେୟ

୨୭ ଜୁନ ୨୦୨୫

ପ୍ରାରମ୍ଭିକ ପ୍ରକଳ୍ପ ଆରମ୍ଭ ତାରିଖ

Key campaigns applying in this cycle: WPWP, Wiki Loves Monuments 2025, WikiVibrance International, and Africa Youth Day.

ସମସ୍ତ ରାଉଣ୍ଡ ପାଇଁ ସମ୍ପୂର୍ଣ୍ଣ ସମୟ ସୀମା

ଚକ୍ର ୧ - ୧ ଅଗଷ୍ଟ ୨୦୨୪ – ୩୦ ସେପ୍ଟେମ୍ବର ୨୦୨୪
ତାରିଖ କାର୍ଯ୍ୟକଳାପ ଅବଧି
୧ ଅଗଷ୍ଟ ୨୦୨୪ ଚକ୍ର ୧ ପାଇଁ ଆବେଦନଗୁଡ଼ିକର ଦାଖଲ ସମୟସୀମା

ରିପୋର୍ଟ କିପରି ଦାଖଲ କରିବେ

ଯଦି ଆପଣଙ୍କ ରାପିଡ୍ ଫଣ୍ଡ ଅନୁମୋଦିତ ହୋଇଥାଏ, ତେବେ ଆପଣଙ୍କୁ ଏକ ରିପୋର୍ଟ ପଠାଇବାକୁ ପଡ଼ିବ। ପ୍ରକଳ୍ପଟି ସମ୍ପୂର୍ଣ୍ଣ ହେବାର ୩୦ ଦିନ ମଧ୍ୟରେ ରିପୋର୍ଟ ପଠାନ୍ତୁ।

  1. ଉଇକିମିଡ଼ିଆ ଫାଉଣ୍ଡେସନ୍ ଗ୍ରାଣ୍ଟି ପୋର୍ଟାଲ୍ (ଫ୍ଲକ୍ସ) କୁ ଯାଆନ୍ତୁ ଏବଂ ଲଗ୍ ଇନ୍ କରନ୍ତୁ |
  2. ବାମ ପାର୍ଶ୍ୱ ପଟିରେ Reports-ରିପୋର୍ଟଗୁଡିକ ବିଭାଗ ଖୋଜନ୍ତୁ | ଆଗାମୀ ଲିଙ୍କ୍ ଚୟନ କରନ୍ତୁ ଏବଂ ଆପଣ ସମସ୍ତ ଆଗାମୀ ରିପୋର୍ଟଗୁଡିକ ଦେଖିବେ |
  3. ରାପିଡ୍ ଗ୍ରାଣ୍ଟ ରିପୋର୍ଟ ଚୟନ କରନ୍ତୁ ଏବଂ Edit-ସଂପାଦନା କ୍ଲିକ୍ କରନ୍ତୁ | ଫର୍ମରେ ପ୍ରଶ୍ନର ଉତ୍ତର ଦିଅନ୍ତୁ | ଆପଣ ଏହାକୁ ଯେକୌଣସି ପସନ୍ଦିତ ଭାଷାରେ ଲେଖିପାରିବେ |
  4. ଯେତେବେଳେ ଆପଣଙ୍କର ରିପୋର୍ଟ ସମାପ୍ତ ହେବ, ସମୀକ୍ଷା ପାଇଁ ପଠାଇବାକୁ Submit-ଦାଖଲ କ୍ଲିକ୍ କରନ୍ତୁ |
  • ଆପଣ ଅଫଲାଇନରେ ରିପୋର୍ଟ ପ୍ରସ୍ତୁତ କରିପାରିବେ | ରିପୋର୍ଟ ଫର୍ମର ଏକ କପି ପ୍ରସ୍ତୁତ କରନ୍ତୁ, ପ୍ରଶ୍ନର ଉତ୍ତର ଦିଅନ୍ତୁ ଏବଂ ଫ୍ଲକ୍ସକୁ କପି କରନ୍ତୁ |
Rapid Fund Report Form (Google Docs)

ଉତ୍ସ ଗୁଡିକ

ଅନୁଦାନ ପ୍ରସ୍ତାବର ବିକାଶ ପାଇଁ ଉଚିତ ସୁପାରିଶ
ଅନ୍ୟାନ୍ୟ ଅନୁଦାନ ଗୁଡିକ

ଆମ ସହିତ ଯୋଗାଯୋଗ କରନ୍ତୁ

ନିଜର ଯେକୌଣସି ପସନ୍ଦ ଭାଷାରେ ପ୍ରୋଗ୍ରାମ ଅଧିକାରୀଙ୍କ ସହିତ ଯୋଗାଯୋଗ କରନ୍ତୁ:

Region Regional Program Officer Email address
Middle East & North Africa Farida El-Gueretly mena_rapid(_AT_)wikimedia.org
Sub-Saharan Africa Veronica Thamaini ssa_rapid(_AT_)wikimedia.org
ଦକ୍ଷିଣ ଏସିଆ Jacqueline Chen sa_rapid(_AT_)wikimedia.org
East, Southeast Asia, & Pacific Jacqueline Chen eseap_rapid(_AT_)wikimedia.org
Latin America & Caribbean Mercedes Caso lac_rapid(_AT_)wikimedia.org
ଉତ୍ତର ଆମେରିକା Chris Schilling na_rapid(_AT_)wikimedia.org
Northern & Western Europe Agnes Bruszik nwe_rapid(_AT_)wikimedia.org
Central & Eastern Europe & Central Asia Chris Schilling ceeca_rapid(_AT_)wikimedia.org

ଆଧାର ଗୁଡିକ


The Community Resources team at Wikimedia Foundation supports the Wikimedia Foundation Funds. We offer funding opportunities, guidance, and other resources to the Wikimedia Movement.

AltStyle によって変換されたページ (->オリジナル) /